Browsing Tag

DHH Angul

କୋଭିଡ ଟିକା ନେବାପରେ ବୃଦ୍ଧଙ୍କ ମୃତ୍ୟୁ !

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ କଞ୍ଜର। ଗାଁରେ କରୋନା ଟିକା ନେବାପରେ ଜଣେ ୬୭ ବର୍ଷ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଗାଁର ଦିଗାମ୍ବର ବେହେରା(୬୭) ଅଙ୍ଗନବାଡି…
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଚାଳକଙ୍କ ହାକିମାତିର ଅଡିଓ ଭାଇରାଲ

ଅନୁଗୁଳ : ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଚାଳକଙ୍କ ହାକିମାତିର ଅଡିଓ ଭାଇରାଲ ହେବାରେ ଲାଗିଛି। ଏହା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅନ୍ୟ ଏକ ବିବାଦକୁ ପଦାରେ ପକାଇଛି। ଜିଲ୍ଲା ଚିକିତ୍ସାଳୟରେ ପୂର୍ବରୁ ରୋଗୀ ଶୋଷଣ,…
Read More...

କାୟାକଳ୍ପ ଟିମ୍‌ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ଅନୁଗୁଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାୟାକଳ୍ପ ଟିମ୍ ଗୁରୁବାର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ବ୍ୟାପକ ଅବସ୍ଥାରେ ସୁଧାର ଆଣିବାକୁ ପରାମର୍ଶ ଦେଇଛି। ପରିମଳ ବ୍ୟବସ୍ଥାକୁ ଦେଖି ଖପ୍ପା…
Read More...

ଅନୁଗୁଳରେ ବିଶ୍ୱ ମଧୁମେହ ଦିବସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଟ୍ରେନିଂ ହଲଠାରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି। ସିଡିଏମଓ ଡ଼ା ତ୍ରିଲୋଚନ ପ୍ରଧାନ ଏହି ସମାରୋହକୁ ଉଦ୍ଘାଟନ କରିଥିଲେ। ମଧୁମେହ ବା ଡାଇବେଟିସ ହେଲେ ଅଧିକ ଭୋକ, ଶୋଷ,…
Read More...

ବେଆଇନ ନିଯୁକ୍ତ ପାଇଥିବା ୧୧ ପରାମେଡିକାଲ କର୍ମଚାରୀ ବହିସ୍କୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ସିଏଚସି,ପିଏଚସି,ସବ ଡିଭିଜନାଲ ହସ୍ପିଟାଲରେ ବେଆଇନ ନିଯୁକ୍ତି ପାଇଥିବା ୧୧ ଜଣ ପାର।ମେଡିକାଲ କର୍ମଚ।ରୀଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବହିଷ୍କାର କରିଛି।…
Read More...

ବେଆଇନ ପାରାମେଡିକ୍ସ ବହିଷ୍କାର ପାଇଁ ନିର୍ଦ୍ଦେଶ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ମାର୍ଚ୍ଚ ୨୦୧୯ ରୁ ୨୦୨୧ ମଧ୍ୟରେ ଜିଲ୍ଲା ସ୍ତରରେ ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ବେଆଇନ ନିଯୁକ୍ତି ପାଇଥିବା ପାରା ମେଡିକାଲ କର୍ମଚାରୀଙ୍କୁ ବହିଷ୍କାର କରିବାକୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ…
Read More...

ସରକାରୀ ଗାଡିରୁ ଚକା ନେଇଗଲେ

ଅନୁଗୁଳ: ଅନୁଗୁଳ ସରକାରୀ ମେଡିକାଲ ରୁ ଚୋରି କମିବାର ନାଁ ଧରୁନି। ଗତ ବୁଧବାର ରାତିରେ ପୁରୁଣା ଡାକ୍ତର କଲୋନିରୁ ପଙ୍ଖା,ବଲବ, ଟ୍ୟାପ ଆଦି ଚୋରି ହୋଇଥିବା ବେଳେ ସରକାରୀ ଗାଡିରୁ ଚକା ଖୋଲିନେଇଥିବା ଅଭିଯୋଗ ହୋଇଛି।…
Read More...

ଡାକ୍ତରଙ୍କୁ ନପାଇବାରୁ ସିଡିଏମଓ ଅଫିସ ଘେରାଓ

ଅନୁଗୁଳ: ମଙ୍ଗଳବାର ସକାଳେ ଦୀର୍ଘ ତିନି ଘଣ୍ଟା ଅପେକ୍ଷା କରିବା ସତ୍ୱେ ଅସ୍ଥିଶଲ୍ୟ ଡାକ୍ତରଙ୍କୁ ନପାଇବାରୁ ରୋଗୀଙ୍କ ସମ୍ପର୍କୀୟମାନେ ଉତ୍ତ୍ୟକ୍ତ ହୋଇ ସିଡିଏମଓ ଅଫିସ ଘେରାଓ କରିଥିଲେ।ଲୋକଙ୍କ ଅଭିଯୋଗ ହେଲା ସେମାନେ…
Read More...

ଏଡସ୍ ସଚେତନତା ରଥର ଶୁଭାରମ୍ଭ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମଙ୍ଗଳବାର ସକାଳେ ଏଡସ୍ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ତ୍ରିଲୋଚନ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି।…
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୋଲିଓ ଦିବସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିସରରେ ରବିବାର ବିଶ୍ବ ପୋଲିଓ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ତଥା ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ରଜନୀକାନ୍ତ ସିଂହ…
Read More...
error: Content is protected !!