ଶୈଳଶ୍ରୀ କ୍ଷେତ୍ରରେ ସ୍ନାନଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର, ଆଜି ସେବକଙ୍କ କୋଭିଡ୍ ପରୀକ୍ଷା

ଅନୁଗୁଳ: କରୋନା କଷଣ ଜାରି ରହିଛି। ବିପତ୍ତି ଟଳିନଥିବାରୁ ଏଥର ବି ପରଦା ପଛରେ ହେବ ବିଶ୍ଵନିୟନ୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା। ସ୍ନାନ ମଣ୍ଡପରେ ଦାରୁଦିଅଁମାନଙ୍କୁ ଦେଖିବାର ମଉକା ହରାଇବେ ଭକ୍ତ । ଭଗବାନଙ୍କ ଦିବ୍ୟରୂପ ଦର୍ଶନରୁ ବଞ୍ଚିତ…

Continue Readingଶୈଳଶ୍ରୀ କ୍ଷେତ୍ରରେ ସ୍ନାନଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର, ଆଜି ସେବକଙ୍କ କୋଭିଡ୍ ପରୀକ୍ଷା

କରୋନା କୋପ, ଏଥର ବି ପରଦା ପଛରେ ମହାସ୍ନାନ!

ଅନୁଗୁଳ: କମୁନି କରୋନା କଷଣ । ଭୂତାଣୁ ଭୟରେ ବନ୍ଦ ହୋଇରହିଛି ଧର୍ମାନୁଷ୍ଠାନ। ଭକ୍ତ ଓ ଭଗବାନ ମଧ୍ୟରେ ଝୁଲୁଛି ତାଲା। ଭକ୍ତଙ୍କୁ ଭଗବାନଙ୍କ ଦର୍ଶନ ମନା। ଗତବର୍ଷ କରୋନା ମାଡ଼ରେ ଉଡିଯାଇଥିଲା ପାର୍ବଣ ମହକ। ବିଶ୍ବନିୟନ୍ତା ଶ୍ରୀଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତି…

Continue Readingକରୋନା କୋପ, ଏଥର ବି ପରଦା ପଛରେ ମହାସ୍ନାନ!

ଶୈଳଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ

ଅନୁଗୁଳ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅନୁଗୁଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରଠାରେ ଅନୁକୂଳ ହୋଇଛି ମହାପ୍ରଭୁଙ୍କ ରଥକାଠ । କରୋନା କଟକଣା ପାଇଁ ସ୍ଵଳ୍ପ ସଂଖ୍ୟକ ପୂଜକ ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଛି । ମନ୍ଦିର…

Continue Readingଶୈଳଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ

ଶୈଳଶ୍ରୀକ୍ଷେତ୍ରରେ ଦେବ ଦୀପାବଳି

ଅନୁଗୁଳ: ମହାପ୍ରଭୁ ଶ୍ରୀଜଗନ୍ନାଥ ମନୁଷ୍ୟମାନଙ୍କ ଭଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିନି ଦିନ ଦୀପଦାନ କରନ୍ତି। ମାର୍ଗଶୀର କୃଷ୍ଣ ଚତୁର୍ଦଶୀ ଦିନ ଅଦିତି କଶ୍ୟପଙ୍କୁ , ଅମାବାସ୍ୟାରେ ଦଶରଥ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ , ପ୍ରତିପଦା ଦିନ ବସୁଦେବ ଦେବକୀ, ନନ୍ଦ ଯଶୋଦା, ଇନ୍ଦ୍ରଦ୍ୟୁମ୍ନ-…

Continue Readingଶୈଳଶ୍ରୀକ୍ଷେତ୍ରରେ ଦେବ ଦୀପାବଳି

ଶୈଳଶ୍ରୀକ୍ଷେତ୍ରରୁ ଚନ୍ଦନ ଗଛ ଚୋରି ଉଦ୍ୟମ

ଅନୁଗୁଳ: ବୁଧବାର ରାତିରେ ଅନୁଗୁଳ ଶୈଳଶ୍ରୀକ୍ଷେତ୍ରରୁ ଚନ୍ଦନ ଗଛ ଚୋରି ଉଦ୍ୟମ ହୋଇଛି। ଦୁବୃର୍ତ୍ତମାନେ ତିନିଟି ଗଛ କାଟି ଦେଉଥିଲେ ହେଁ କାଠ ନେବାରେ ବିଫଳ ହୋଇଛନ୍ତି।ଏ ଘଟଣା ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଦୃଷ୍ଟି…

Continue Readingଶୈଳଶ୍ରୀକ୍ଷେତ୍ରରୁ ଚନ୍ଦନ ଗଛ ଚୋରି ଉଦ୍ୟମ

ଶୈଳଶ୍ରୀକ୍ଷେତ୍ରରେ ନାଗାର୍ଜୁନ ବେଶ

ଅନୁଗୁଳ: ଶୈଳଶ୍ରୀକ୍ଷେତ୍ରରେ ସମ୍ପନ୍ନ ହୋଇଛି ଶ୍ରୀଜିଉଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ । ୧୬ ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇଛନ୍ତି ମହାପ୍ରଭୁ। ବୀର ନାଗା ବେଶରେ ଦୁଇ ଭାଇ ଜଗା-ବଳିଆ ସଜେଇ ହୋଇଛନ୍ତି l ତ୍ରିଭୁବନେଶ୍ୱରୀ ବେଶରେ ସଜେଇ ହୋଇଛନ୍ତି ଦେବୀ ସୁଭଦ୍ରା…

Continue Readingଶୈଳଶ୍ରୀକ୍ଷେତ୍ରରେ ନାଗାର୍ଜୁନ ବେଶ