ଆନନ୍ଦ ମାର୍ଗ ସଂଘ ପକ୍ଷରୁ ସେମିନାର ଉଦଯାପିତ
ଅନୁଗୁଳ: ସ୍ଥାନୀୟ ଶିକ୍ଷକ ପଡ଼ା ସ୍ଥିତ ଏଞ୍ଜେଲ୍ ୱୀଙ୍ଗ ସ୍କୁଲ ପରିସରରେ ଆନନ୍ଦ ମାର୍ଗ ପ୍ରଚାରକ ସଂଘ ପକ୍ଷରୁ ତ୍ରି ଦିବସିୟ ଆଲୋଚନାଚକ୍ର ଉଦଯାପିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ପ୍ରଭାତ ଫେରି ସମେତ,ଯୋଗ ଆସନ,ଧ୍ୟାନ,ସାମୁହିକ ପ୍ରାର୍ଥନା ଆଦି ଆୟୋଜିତ ହୋଇଥିଲା।ମୁଖ୍ୟ ପ୍ରଶିକ୍ଷକ…
