ବେନ୍ତପୁରରେ ଦୁର୍ଗାଦେବୀଙ୍କ ବାର୍ଷିକ ଯାତ୍ରା, ଗ୍ରାମ ପରିକ୍ରମା କଲେ ମା’
ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ କାଙ୍ଗୁଲା ବେନ୍ତପୁର ଗ୍ରାମରେ ଦୁର୍ଗାଦେବୀଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ ହୋଇଛି। ଏ ଅବସରରେ ଶୁକ୍ରବାର ଅପରାହ୍ନରେ ଗାଁରେ ଥିବା ଆଲମ ଘରେ ପୂଜାର୍ଚ୍ଚନା ପରେ ମା'ଙ୍କ ଆଲାମ ବାହାରି ଗ୍ରାମ ପରିକ୍ରମା କରିଥିଲା। ବାଜା, ବାଣ,…
