ଜାତୀୟ ବଡିବିଲ୍ଡିଂରେ ଅନୁଗୁଳ ପୁଅଙ୍କ କମାଲ: ପୁଣେରେ ଜିତିଲେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ
ଅନୁଗୁଳ: ମହାରାଷ୍ଟ୍ରର ପୁଣେଠାରେ ଆୟୋଜିତ ଜାତୀୟ ସ୍ତରର ବଡିବିଲ୍ଡିଂ ପ୍ରତିଯୋଗିତାରେ ଓଡ଼ିଶା ତଥା ଅନୁଗୁଳ ଜିଲ୍ଲାର ଦୀପକ କୁମାର ସାହୁ ଚମତ୍କାର ପ୍ରଦର୍ଶନ କରି ଦ୍ୱୈତ ପଦକ ହାସଲ କରିଛନ୍ତି। ପିମ୍ପରି-ଚିଞ୍ଚୱାଡ୍ଠାରେ ଅନୁଷ୍ଠିତ ‘୬୬ତମ ଜୁନିୟର ଓ ସିନିୟର ଜାତୀୟ ବଡିବିଲ୍ଡିଂ…



