ବିପୁଳ ପରିମାଣର ଚୋରା ଡିଜେଲ ଜବତ ଦୁଇ ବୋଲେରୋ, ତିନି ମଟର ସାଇକେଲ ଜବତ

ଅନୁଗୁଳ: ଶୁକ୍ରବାର ଭୋର୍ ବେଳେ କଣିହାଁ ଥାନା, ଜିଲ୍ଲା ପୁଲିସ୍ ସ୍ପେଶାଲ ସ୍କ୍ଵାଡ ମିଳିତ ଚଢଉ କରିକଣିହାଁ ଥାନାର କୁମୁଣ୍ଡା ନିକଟସ୍ଥ କାଜୁ ଜଙ୍ଗଲରୁ ବିପୁଳ ପରିମାଣର ଚୋରା ଡିଜେଲ କରିଛନ୍ତି। ଦୁଇଟି ବୋଲେରୋରେ ୩୦ରୁ ଅଧିକ ଜାରିକେନରେ ଚୋରା ଡିଜେଲ…

Continue Readingବିପୁଳ ପରିମାଣର ଚୋରା ଡିଜେଲ ଜବତ ଦୁଇ ବୋଲେରୋ, ତିନି ମଟର ସାଇକେଲ ଜବତ

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ଅନୁଗୁଳ: ଦୁଇ ଦିନ ପୂର୍ବରୁ କଲେଜ ଆସି ଜଣେ ଛାତ୍ରୀ ଘରକୁ ଫେରିନଥିବା ବଅଁରପାଳ ପୁଲିସ୍ ନିକଟରେ ଅଭିଯୋଗ ହୋଇଛି । ବଅଁରପାଳ ଥାନାରେ ଛାତ୍ରୀଙ୍କ ବାପା ଏ ନେଇ ଅଭିଯୋଗ କରିବା ପରେ ପୁଲିସ ଅନୁସନ୍ଧାନ ଚଳାଇଛି । ଛାତ୍ରୀ…

Continue Readingକଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ଭାଉଜକୁ ପଥରରେ ଛେଚି ହତ୍ୟା

ଥାନାରେ ଆତ୍ମସମର୍ପଣ କଲା ଦିଅର ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ସୁସୁଡାରେ ବୁଧବାର ଅପରାହ୍ନରେ ଘଟିଛି ଏହି ବର୍ବରୋଚିତ ହତ୍ୟାକାଣ୍ଡ । ଗର୍ଭବତୀ ଭାଉଜଙ୍କୁ ଶିଳପୁଆରେ ଛେଚି ଦିଅର ହତ୍ୟା କରିଥିବା ଜଣା ଯାଇଛି। ମୃତ ମହିଳା ହେଲେ ସୁସୁଡା ଗ୍ରାମର…

Continue Readingଭାଉଜକୁ ପଥରରେ ଛେଚି ହତ୍ୟା

୪ ଦିନ ହେଲା ୪୦ ପରିବାର ଅନ୍ଧାରରେ

ବଇଣ୍ତା: କିଶୋରନଗର ବ୍ଲକ ଲୁହାମୁଣ୍ତା ପଞ୍ଚାୟତ କୁଶବଣିଆ ସାହିର ୪୦ଟି ବିପିଏଲ୍‌ ପରିବାର ଗତ ଶନିବାରଠାରୁ ଅନ୍ଧାରରେ ରାତି କାଟୁଛନ୍ତି। କୁଶବଣିଆ ସାହିର ଉପଭୋକ୍ତା ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ କରିନଥିବାରୁ ସ˚ଯୋଗ ବିଚ୍ଛିନ୍ନ କରିଦିଆଯାଇଛି। ଏ ସମ୍ପର୍କରେ ବଇଣ୍ତା ବିଦ୍ୟୁତ୍‌…

Continue Reading୪ ଦିନ ହେଲା ୪୦ ପରିବାର ଅନ୍ଧାରରେ

ବାଉଁଶ ବୋଝେଇ ଟ୍ରାକ୍ଟର ସହ ୩ ମଟରସାଇକେଲ ଜବତ, ୧୪ ଗିରଫ

ଅନୁଗୁଳ: ମଙ୍ଗଳବାର ବିଳମ୍ବିତ ରାତିରେ ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ବାନାଞ୍ଚଳ କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ବାଉଁଶ ବୋଝେଇ ଏକ ଟ୍ରାକ୍ଟର ଜବତ କରିଛନ୍ତି। ହଣ୍ଡପା- ପାତ୍ରପଡା ରାସ୍ତାରେ ଟ୍ରାକ୍ଟରଟି ଯାଉଥିଲା। ଟ୍ରାକ୍ଟରକୁ ଏସକର୍ଟ କରି ଆଣୁଥିବା ୩ଟି ମଟର ସାଇକେଲ…

Continue Readingବାଉଁଶ ବୋଝେଇ ଟ୍ରାକ୍ଟର ସହ ୩ ମଟରସାଇକେଲ ଜବତ, ୧୪ ଗିରଫ

ଆଠମଲ୍ଲିକ କପ୍‌ ଫୁଟ୍‌ବଲ୍‌; ସୋନପୁର ବିଜେତା

ଆଠମଲ୍ଲିକ: ଆଠମଲ୍ଲିକ କ୍ରୀଡ଼ାସ˚ଘ ପକ୍ଷରୁ ଚାଲିଥିବା ଅନ୍ତଃଜିଲ୍ଲା ଆଠମଲ୍ଲିକ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା ମଙ୍ଗଳବାର ଶେଷ ହୋଇଛି। ଫାଇନାଲ୍‌ ମ୍ୟାଚ୍‌ରେ ଆଠମଲ୍ଲିକକୁ ପ୍ରତିପକ୍ଷ ସୋନପୁର ୩-୧ ଗୋଲ୍‌ରେ ପରାସ୍ତ କରି ଚାମ୍ପିଅନ୍‌ହୋଇଥିଲା। ଉଦ୍‌ଯାପନୀ ସଭାରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର…

Continue Readingଆଠମଲ୍ଲିକ କପ୍‌ ଫୁଟ୍‌ବଲ୍‌; ସୋନପୁର ବିଜେତା

ଘରେ କଳାକନା ବୁଲାଇଲେ

ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ଇଲାକା ପିଢ଼ଖମଣ ଗ୍ରାମରେ ଗତ ଶନିବାର ରାତିରେ ଚୋରି ହୋଇଛି। ଦୁବୃର୍ତ୍ତ ଗ୍ରାମର ରତ୍ନାକର ସାହୁଙ୍କ ଘରେ ପଶି ନଗଦ ୫ ହଜାର ଟଙ୍କା ସହ ବହୁ ଆସବାବପତ୍ର ବୋହି ନେଇଛନ୍ତି। ଏନେଇ ନିଶା ଶିଳ୍ପାଞ୍ଚଳ…

Continue Readingଘରେ କଳାକନା ବୁଲାଇଲେ

ନାବାଳିକାକୁ ବଳାତ୍କାର, ଜଣେ ଅଟକ

ଅନୁଗୁଳ: ଅନୁଗୁଳ ପୌରାଞ୍ଚଳରେ ଜଣେ ୧୭ ବର୍ଷର ନାବାଳିକାକୁ ବଳାତ୍କାର କରିବା ନେଇ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ନାବାଳିକାଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଅଭିଯୁକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି। ସୂଚନା ମୁତାବକ, ଏହି ନାବାଳିକାଙ୍କ…

Continue Readingନାବାଳିକାକୁ ବଳାତ୍କାର, ଜଣେ ଅଟକ

ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ବଅଁରପାଳ: ବଅଁରପାଳ ଥାନା ଇଲାକାରେ ମାତିଛନ୍ତି ଚୋର। ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତ ଲୁଟ୍‌ପାଟ୍‌ କରି ଆତଙ୍କ ଖେଳାଇଛନ୍ତି। ଶନିବାର ରାତିରେ ବଅଁରପାଳରେ ଏକ ଘରେ କଳାକନା ବୁଲାଇଛନ୍ତି ଲୁଟେରା। ଘରେ କେହି ନଥିବାର ସୁଯୋଗ ନେଇ ୧୫ ହଜାର…

Continue Readingଲୁଟି ନେଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ

ଅନୁଗୁଳ: ସୋମବାର ରାତିରେ ଆଠମଲ୍ଲିକ ସହର ଉପକଣ୍ଠ ତଥା ଆଠମଲ୍ଲିକ- ବିନିକେୟୀ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଂକ ଶୋଚନୀୟ ମୃତ୍ୟୁ ହୋଇଛି। ମୃତକ ଜାମୁଡୋଲି ଗ୍ରାମର ଚିତ୍ରସେନ ସାହୁ ବୋଲି ଜଣାଯାଇଛି। ସେ ବାହାରେ ରହୁଥିଲେ।…

Continue Readingସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ