ଅନୁଗୁଳ ଷ୍ଟାଡିୟମରେ କୃଷି ଓ ଫୁଲ ପ୍ରଦର୍ଶନୀ

ଅନୁଗୁଳ: ଫେବ୍ରୁଆରୀ ୧ ଓ ୨ ତାରିଖ ଦୁଇଦିନ ଧରି ଅନୁଗୁଳ ଷ୍ଟାଡିୟମରେ ଜିଲ୍ଲା ସ୍ତରୀୟ ଏଗ୍ରି ଏକ୍ସପୋ ଓ ଫୁଲ ପ୍ରଦର୍ଶନୀ ଅନୁଷ୍ଠିତ ହୋଯାଇଛି। ସୋମବାର ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଏହାକୁ ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବରେ…

Continue Readingଅନୁଗୁଳ ଷ୍ଟାଡିୟମରେ କୃଷି ଓ ଫୁଲ ପ୍ରଦର୍ଶନୀ

ରକ୍ତଦାତା ରମଣୀ ରଞ୍ଜନଙ୍କ ସାହସକୁ ସାଲ୍ୟୁଟ

ଅନୁଗୁଳ: ରମଣୀ ରଞ୍ଜନ ଗଡନାୟକ। ଜିଲ୍ଲାରେ ରକ୍ତଦାନ କ୍ଷେତ୍ରରେ ଏକ ପରିଚିତ ନାମ। ରକ୍ତଦାତା, ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଚିହ୍ନାମୁହଁଟିଏ। ଅନୁଗୁଳ ରକ୍ତ ଭଣ୍ଡାରର ଜଣେ ସଚ୍ଚୋଟ, କର୍ମଠ ଆଉ ନିଷ୍ଠାବାନ୍ କର୍ମଚାରୀ । ଖାଲି…

Continue Readingରକ୍ତଦାତା ରମଣୀ ରଞ୍ଜନଙ୍କ ସାହସକୁ ସାଲ୍ୟୁଟ

ସୁଦୀପ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ପରିବର୍ତ୍ତନ ହୋଇଛି। ଜରପଡା ମଣ୍ଡଳର ଯୁବ ନେତା ସୁଦୀପ କୁମାର ଗଡ଼ନାୟକଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ ଦାୟିତ୍ବ ମିଳିଛି। ନୂଆ ଦାୟିତ୍ବ ପାଇବା ପରେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ…

Continue Readingସୁଦୀପ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ

କୋଭିଡ୍‌ ସ˚କ୍ରମଣ ଖସୁଛି, ବଢୁଛି କ୍ରୀଡା ଆସର

ଅନୁଗୁଳ: ଦୀର୍ଘ ୯ ମାସର ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, କଣ୍ଟେନମେଣ୍ଟର ବୁଢ଼ିଆଣି ଜାଲରୁ ମୁକୁଳିବାକୁ ଚେଷ୍ଟା କରୁଛି ମଣିଷ। ମହାମାରୀ କରୋନା ସ˚କ୍ରମଣ ହାର ଖସୁଛି। ଖାଲି ଅନୁଗୁଳ ନୁହଁ ସମଗ୍ର ରାଜ୍ୟରେ ସ˚କ୍ରମଣ ହ୍ରାସ ପାଇବା ଶୁଭଙ୍କର ଖବରଟିଏ ନିଶ୍ଚୟ। ଗତ…

Continue Readingକୋଭିଡ୍‌ ସ˚କ୍ରମଣ ଖସୁଛି, ବଢୁଛି କ୍ରୀଡା ଆସର

ମାତିଲେ ସାଇବର ଲୁଟେରା

ଅନୁଗୁଳ : ଅଥୟ କଲେଣି ସାଇବର ଲୁଟେରା । ସାଇବର ଠକକୁ କୌଣସି ଚେକମେଟ୍ ନଥିବାରୁ ଶିଳ୍ପନଗରୀରେ କାୟା ମେଲାଇ ଚାଲିଛି ସାଇବର ଅପରାଧ। ଏନ୍‌ଟିପିସି ଥାନା ଇଲାକା ଏନ୍‌ଟିପିସି କଣିହାଁ ସିଆଇଏସ୍‌ଏଫ୍ ୟୁନିଟ୍‌ର ଜଣେ ହାବିଲଦାର ଏକ ବଡ଼ ସାଇବର…

Continue Readingମାତିଲେ ସାଇବର ଲୁଟେରା

ତଳମୂଳରୁ ଅପମିଶ୍ରିତ ଅଟା ହଳଦୀ ଜବତ, ଜଣେ ଗିରଫ

ଅନୁଗୁଳ: ରବିବାର ବଅଁରପାଳ ପୁଲିସ ଏକ ମିଲ ଉପରେ ଚଢ଼ାଉ କରି ବିଭିନ୍ନ ଅପମିଶ୍ରିତ ସାମଗ୍ରୀ ଜବତ କରିବା ସହ ମିଲ ମାଲିକ ପ୍ରମୋଦ ସାହୁଙ୍କୁ ଗିରଫ କରିଛି। ମିଲରୁ ୭ କେଜି ହଳଦୀ ଗୁଣ୍ଡ, ୨୦୦ ପ୍ୟାକେଟ ଆଦର୍ଶ ବ୍ରାଣ୍ଡ…

Continue Readingତଳମୂଳରୁ ଅପମିଶ୍ରିତ ଅଟା ହଳଦୀ ଜବତ, ଜଣେ ଗିରଫ

ଓଲଟିଲା ପିକଅପ ଭ୍ୟାନ, ୩ ଚାଷୀ ଆହତ

ଅନୁଗୁଳ: ଭାରସାମ୍ୟ ହରାଇ ଓଲଟି ପଡିଲା ଟମାଟୋ ବୋଝେଇ ପିକଅପ ଭ୍ୟାନ । ଅଳ୍ପକେ ବର୍ତ୍ତିଲେ ୩ ଚାଷୀ । ରବିବାର ଭୋର ଅନୁଗୁଳ ଜିଲ୍ଲା ଛେଣ୍ଡିପଦା-ଦେବଗଡ଼ ରାସ୍ତା ମାମୁରିଆ ଗାଁରେ ଘଟିଛି ଏହି ଦୁର୍ଘଟଣା । ଚାଷୀମାନେ ଦେବଗଡ଼ ଜିଲ୍ଲାରୁ…

Continue Readingଓଲଟିଲା ପିକଅପ ଭ୍ୟାନ, ୩ ଚାଷୀ ଆହତ

ଯୁବକକୁ ନିର୍ମମ ହତ୍ୟା

ଅନୁଗୁଳ: ଅନୁଗୁଳ ବ୍ଲକ ବନ୍ତଳା ଅଂଚଳରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ଏକ ଧାରୁଆ ଅସ୍ତ୍ରରେ ତଣ୍ଟି କଟାଯିବା ସହ ମୁହଁରେ ଏକାଧିକ କ୍ଷତଚିହ୍ନ ରହିଛି।କଟାଯାଇ ହତ୍ୟା କରାଯାଇଛି। ବନ୍ତଳା ବଜାର ହାଟ ପାଖ ମରାମୁଣ୍ଡାରେ ଏହି ହତ୍ୟାକାଣ୍ଡ ଘଟିଥିବା…

Continue Readingଯୁବକକୁ ନିର୍ମମ ହତ୍ୟା

ପୁଣ୍ୟତିଥିରେ ମହାତ୍ମାଙ୍କୁ ଭୁଲିଗଲେ ଜଣାଇଲେନି ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ଛକ, ବଜାରରେ ଦେଶ ଓ ଜାତିର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ପ୍ରଶାସନ ସବୁବେଳେ ଆଗଭର ହୋଇଥାଏ। କିନ୍ତୁ ସେମାନଙ୍କ ଜନ୍ମ କିମ୍ବା ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଟିକେ ଦେବାକୁ ଭୁଲିଯାଏ। ଧୂଳି ମାଟିରେ ପୋତିହୋଇ ପ୍ରତିମୂର୍ତ୍ତି ସେମିତି ଠିଆ…

Continue Readingପୁଣ୍ୟତିଥିରେ ମହାତ୍ମାଙ୍କୁ ଭୁଲିଗଲେ ଜଣାଇଲେନି ଶ୍ରଦ୍ଧାଞ୍ଜଳି

ଅନୁଗୁଳରେ ପ୍ରଥମ ସାଇକ୍ଲୋଥନ ୭ରେ

ଅନୁଗୁଳ: ଜିଲ୍ଲା ଯୋଗ ସ˚ଘ ତରଫରୁ ଅନୁଗୁଳରେ ପ୍ରଥମ ଥର ପାଇଁ ଏକ ସାଇକ୍ଲୋଥନ ଅନୁଷ୍ଠିତ ହୋବକୁ ଯାଉଛି। ଆସନ୍ତା ଫେବୃୟାରୀ ମାସ ୭ ତାରିଖରେ ହେବାକୁ ଥିବା ଏହି ସାଇକ୍ଲୋଥନ ନାଲକୋ ଏଫସିଆଇ ଛକଠାରୁ ଆରମ୍ଭ ହୋଇ ସିପିପି ଦେଇ…

Continue Readingଅନୁଗୁଳରେ ପ୍ରଥମ ସାଇକ୍ଲୋଥନ ୭ରେ