୫ ବର୍ଷର ଶିଶୁକନ୍ୟାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଚକୋଲେଟ୍ ଦେବା ବାହାନାରେ ଗାଁ ଦାଣ୍ଡରେ ଖେଳୁଥିବା ଶିଶୁକନ୍ୟାକୁ ଉଠାଇନେଇ ଦୁର୍ବୃତ୍ତ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡ଼ିତାର…

Continue Reading୫ ବର୍ଷର ଶିଶୁକନ୍ୟାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଅନୁଗୁଳ ପାଇଁ ସ୍ମାର୍ଟ ସିଟି ପରିକଳ୍ପନା: ଏକ ଆହ୍ବାନ

ଅନୁଗୁଳ: ୧୯୯୩ରୁ ଅନୁଗୁଳ ଜିଲ୍ଲା ଗଠନ ହେବା ପରେ ଏହାର ବିଭିନ୍ନ ଦିଗରେ ବିକାଶ ହୋଇଛି ସତ କିନ୍ତୁ ଅନୁଗୁଳବାସୀଙ୍କ ଇପ୍‌ସିତ ସ୍ବପ୍ନ ପୂରଣ ହେବାକୁ ବହୁ ପଥ ବାକି ଅଛି। ଅନେକ ଜିଲ୍ଲାପାଳ ଆସିଛନ୍ତି। ନିତ୍ୟ ନୈମତ୍ତିକ ଶଗଡ଼ଗୁଳାରେ ଫାଇଲ୍‌…

Continue Readingଅନୁଗୁଳ ପାଇଁ ସ୍ମାର୍ଟ ସିଟି ପରିକଳ୍ପନା: ଏକ ଆହ୍ବାନ

ଅନଲାଇନ ପାଠପଢା, ଚକ୍ଷୁ ରୋଗର ଶିକାର ଛାତ୍ରଛାତ୍ରୀ

ଅନୁଗୁଳ: କରୋନା କଟକଣା ଯୋଗୁଁ ଗତ ୮ ରୁ ୯ ମାସ ଧରି ଛାତ୍ରଛାତ୍ରୀ ମାନେ ସ୍କୁଲ ଛାଡି ଅନଲାଇନ ଆପ ମାଧ୍ୟମରେ ପାଠ ପଢୁଛନ୍ତି।ଦିନକୁ ପ୍ରାୟ ୩ ଘଣ୍ଟା ଧରି ମୋବାଇଲ ରେ ପାଠ ପଢ଼ୁଥିବାବେଳେ ମନୋରଞ୍ଜନ ରେ ପ୍ରାୟ…

Continue Readingଅନଲାଇନ ପାଠପଢା, ଚକ୍ଷୁ ରୋଗର ଶିକାର ଛାତ୍ରଛାତ୍ରୀ

ଅନୁଗୁଳରେ ୭୨ତମ ଗଣତନ୍ତ୍ର ଦିବସ

ଅନୁଗୁଳ: କରୋନା କଟକଣା ମଧ୍ୟରେ ଅନୁଗୁଳ ଷ୍ଟାଡିୟମ୍‌ ପରିସରରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ରୂପେ ସମାରୋହରେ ଯୋଗ ଦେଇ ଜାତୀୟ ପତାକା…

Continue Readingଅନୁଗୁଳରେ ୭୨ତମ ଗଣତନ୍ତ୍ର ଦିବସ

ଚାଷୀଙ୍କ ସମସ୍ୟା ବଢ଼ାଇଛି ‘ଚକବନ୍ଦୀ’

ଅନୁଗୁଳ: ୪୦ ବର୍ଷ ତଳର ଚକବନ୍ଦୀ ବ୍ୟବସ୍ଥା ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଅନୁଗୁଳ ରାଜସ୍ବ ଜିଲ୍ଲାର ୯୨ଟି ମୌଜାର ଚାଷୀ। ଜମି ସମତଳ ତଥା ଜଳସେଚନ ସୁବିଧା କରାନଯାଇ କେବଳ କାଗଜକଲମରେ ଚକବନ୍ଦୀର କାର୍ଯ୍ୟକାରିତା ଦର୍ଶାଯାଇଥିବାରୁ ଚାଷୀ ଏହାର କୌଣସି ଫାଇଦା…

Continue Readingଚାଷୀଙ୍କ ସମସ୍ୟା ବଢ଼ାଇଛି ‘ଚକବନ୍ଦୀ’

ଜନରାଜ୍ୟ ଦିବସ: ବଜାରରେ ହାଉଯାଉ ପ୍ଲାଷ୍ଟିକ୍‌ ପତାକା

ଅନୁଗୁଳ: କରୋନା କଟକଣା ଭିତରେ ପାଳିତ ହେବ ଦେଶର ଜନରାଜ୍ୟ ଦିବସ। ମନ୍ତ୍ରୀ ଆସିବେ, ମାର୍ଚ୍ଚପାଷ୍ଟ, ଅଭିଭାଷଣ ସବୁକିଛି ସର୍ଟକର୍ଟରେ ହେବ। କିନ୍ତୁ ଫ୍ଲାଗ୍‌ କୋଡ୍‌କୁ କେହି ମାନୁନଥିବା ପରିଲକ୍ଷିତହୋଇଛି। ଦେଶର ଜାତୀୟ ପତାକାର ମାନ କିଭଳି ହେବ ତାହା ଫ୍ଲାଗ୍‌…

Continue Readingଜନରାଜ୍ୟ ଦିବସ: ବଜାରରେ ହାଉଯାଉ ପ୍ଲାଷ୍ଟିକ୍‌ ପତାକା

ଅନୁଗୁଳ ଏସ୍ଡ଼ିପିଓଙ୍କୁ ରାଜ୍ୟପାଳ ପୁଲିସ୍ ମେଡାଲ

ଅନୁଗୁଳ: ପୁଲିସ୍ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ ହେବେ ଅନୁଗୁଳ ଉପଖଣ୍ଡ ପୁଲିସ୍ ଅଧିକାରୀ ଅଶ୍ୱିନୀ କୁମାର ସାହୁ। ସୋମବାର ସନ୍ଧ୍ୟାରେ ରାଜ୍ୟ ଗୃହ ବିଭାଗ ତାଙ୍କ ନାମକୁ ରାଜ୍ୟପାଳ ପୁଲିସ୍ ମେଡାଲ୍ ପାଇଁ ଘୋଷଣା କରିଛି। ଆସନ୍ତା ସ୍ଵାଧୀନତା…

Continue Readingଅନୁଗୁଳ ଏସ୍ଡ଼ିପିଓଙ୍କୁ ରାଜ୍ୟପାଳ ପୁଲିସ୍ ମେଡାଲ

ଜିଲ୍ଲା ଅଫିସ ଆଗରେ ମା’-ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଅନୁଗୁଳ : ସୋମବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଉଦବେଗ ସୃଷ୍ଟି କରିଛି। ତାଳଚେର ବ୍ଲକ୍ ଗୋବରା ଗାଁର ଦମୟନ୍ତି ବେହେରା ଏବଂ ତାଙ୍କ ପୁଅ ଆତ୍ମହୁତି ଉଦ୍ୟମ କରିଥିଲେ।ଉଭୟ ନିଜ ଦେହରେ କିରୋସିନ…

Continue Readingଜିଲ୍ଲା ଅଫିସ ଆଗରେ ମା’-ପୁଅଙ୍କ ଆତ୍ମାହୁତି ଉଦ୍ୟମ

ନାବାଳିକାକୁ ଅସଦାଚରଣ, ଅଭିଯୁକ୍ତ ଗିରଫ

ଅନୁଗୁଳ: ଜଣେ ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଅନୁଗୁଳ ଥାନା ଇଲାକାର ରାଜା ଭୂତିଆ(୨୧) । ପୁଲିସ୍ ସୂଚନା ମୁତାବକ,ଅସଦାଚରଣର ଶିକାର ହୋଇଥିବା ନାବାଳିକାଙ୍କ ବୟସ ୧୬…

Continue Readingନାବାଳିକାକୁ ଅସଦାଚରଣ, ଅଭିଯୁକ୍ତ ଗିରଫ

ଅନୁଗୁଳରେ ଘନ କୁହୁଡି

ଅନୁଗୁଳ: ଅନୁଗୁଳରେ ପ୍ରଚଣ୍ଡ ଶୀତ ସାଙ୍ଗକୁ ଘନ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗାଡି ମଟର ସକାଳ ୮ଟା ପର୍ଯ୍ୟନ୍ତ ଵି ଲାଇଟ୍ ଜଳାଇ ଯାଉଥିବା ଦେଖା ଯାଇଛି। ସହରର ଦୋକାନ ବଜାରରେ ମଧ୍ୟ ଗହଳି ଦେଖିବାକୁ ମିଳିନଥିଲା।ଦିନ ୧୧…

Continue Readingଅନୁଗୁଳରେ ଘନ କୁହୁଡି