କାଙ୍ଗୁଲା ନାବାଳିକା ଦୁର୍ଷ୍କମ ଓ ହତ୍ୟା ମାମଲା ନ୍ୟାୟ ନମିଳିଲେ ଆତ୍ମାହୁତି ଦେବୁ: ପରିବାର

ଅନୁଗୁଳ: ବହୁ ଚର୍ଚ୍ଚିତ କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅନୁଗୁଳ ଅତିରିକ୍ତ ଦୌରାଜଜ୍‌ ଅଭିଯୁକ୍ତ ଅନାମକୁ ଫାଶୀ ଦଣ୍ତାଦେଶ ଦେଇଥିବାବେଳେ ଏହାପରେ ଅଭିଯୁକ୍ତର ଅପିଲ୍‌ ଉପରେ ମାନ୍ୟବର ହାଇକୋର୍ଟ ତଳ କୋର୍ଟକୁ ରାୟର ପୁନର୍ବିଚାର କରିବା ପାଇଁ କହିଛନ୍ତି।…

Continue Readingକାଙ୍ଗୁଲା ନାବାଳିକା ଦୁର୍ଷ୍କମ ଓ ହତ୍ୟା ମାମଲା ନ୍ୟାୟ ନମିଳିଲେ ଆତ୍ମାହୁତି ଦେବୁ: ପରିବାର

ଅନୁଗୁଳରେ ନକଲି ପାମୋଲିନ କାରଖାନା ପୁଲିସ, ଜନସ୍ବାସ୍ଥ୍ୟ ବିଭାଗର ଚଢଉ,୫ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ମହକୁମାର ନିକଟରେ ଥିବା ଏକ ନକଲି ପାମୋଲିନ ତେଲ କାରଖାନା ଠାବ କରାଯାଇଛି। ଅନୁଗୁଳ ପୁଲିସ୍ ଓ ଜନସ୍ୱାସ୍ଥ୍ୟ ବିଭାଗ ମିଳିତ ଚଢ଼ାଉ କରି କାରଖାନାରୁ ବିପୁଳ ପରିମାଣର ତେଲ, ଖାଲି ଟିଣ, ପ୍ୟାକିଂ ସାମଗ୍ରୀ…

Continue Readingଅନୁଗୁଳରେ ନକଲି ପାମୋଲିନ କାରଖାନା ପୁଲିସ, ଜନସ୍ବାସ୍ଥ୍ୟ ବିଭାଗର ଚଢଉ,୫ ଗିରଫ

ଦୁଇଦିନ ହାଲୁକା ବର୍ଷା ସମ୍ଭାବନା ଅନୁଗୁଳରେ ଘନ କୁହୁଡି ଆଶଙ୍କା

ଅନୁଗୁଳ: ସାମୟିକ ଭାବେ ବଦଳିବ ପାଗ। ଗୁରୁବାର ଓ ଶୁକ୍ରବାର ରାଜ୍ୟର କେତେକ ଜାଗାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ। ପରେ ରାଜ୍ୟର ଶୀତ ପ୍ରକୋପ ପୁଣି ବଢ଼ିବା ସମ୍ଭାବନା ଅଛି। ସୋଆ ଜଳବାୟୁ ଓ ପରିବେଶ (ସିଇସି) କେନ୍ଦ୍ର…

Continue Readingଦୁଇଦିନ ହାଲୁକା ବର୍ଷା ସମ୍ଭାବନା ଅନୁଗୁଳରେ ଘନ କୁହୁଡି ଆଶଙ୍କା

ଅନ୍ତର୍ଜାତୀୟ ମହିମା ମହୋତ୍ସବ ପ୍ରସ୍ତୁତି ବୈଠକ

ଅନୁଗୁଳ: ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ଅଙ୍ଗାରବନ୍ଧ ମହିମାଧାମ ସଭାଗୃହ କକ୍ଷରେ ଅଙ୍ଗାରବନ୍ଧ ମହିମା ଧାମ ପରିଚାଳନା କମିଟି, ମହିମାଧାମ ପରିଚାଳନା କମିଟି, ଅଲେଖ ମହିମା ସାମାଜିକ ଉନ୍ନୟନ ପରିଷଦ, ସ୍ଥାନୀୟ ସରପଞ୍ଚ ଓ ଯୁବ ଉଦ୍ୟୋଗୀମାନଙ୍କ ଏକ ବୈଠକ…

Continue Readingଅନ୍ତର୍ଜାତୀୟ ମହିମା ମହୋତ୍ସବ ପ୍ରସ୍ତୁତି ବୈଠକ

ବନ୍ଧା ହେଲେ ୨ ଛିନ୍‌ତାଇ ଅଭିଯୁକ୍ତ

ଅନୁଗୁଳ: ଛିନ୍‌ତାଇ କରି ଅନୁଗୁଳ ସହରରେ ଆତଙ୍କ ଖେଳାଇଥିବା ୨ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଛି ସଦର ଥାନା ପୁଲିସ୍‌। ଗିରଫ ଅଭିଯୁକ୍ତ ହେଲେ ହେମସୁରପଡ଼ାର ରବି ମିଶ୍ର ଓ ଅନ୍ୟ ଜଣେ ନାବାଳକ ଥିବା ଜଣାପଡ଼ିଛି। ପୁଲିସ୍‌ ସେମାନଙ୍କ ଠାରୁ ଲୁଟ୍‌…

Continue Readingବନ୍ଧା ହେଲେ ୨ ଛିନ୍‌ତାଇ ଅଭିଯୁକ୍ତ

ଯୁବକଙ୍କୁ ଲୁଟ୍‌ପାଟ, ଛଡେ଼ଇ ନେଲେ ମୋବାଇଲ୍‌

ତାଳଚେର: ବିକ୍ରମପୁର ଥାନା ଇଲାକା ମୁଣ୍ତାବଜାର ନିକଟରେ ଜଣେ ଯୁବକ ଲୁଟ୍‌ପାଟର ଶିକାର ହୋଇଛନ୍ତି। ଦୁଇ ଦୁବୃର୍ତ୍ତ ତାଙ୍କୁ ମାର‌୍‌ପିଟ୍‌ କରବା ସହ ତାଙ୍କ ଠାରୁ ମୋବାଇଲ୍‌ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ର ସୂଚନା ମୁତାବକ, ଲୁଟ୍‌ର ଶିକାର ହୋଇଥିବା…

Continue Readingଯୁବକଙ୍କୁ ଲୁଟ୍‌ପାଟ, ଛଡେ଼ଇ ନେଲେ ମୋବାଇଲ୍‌

ସଡ଼କ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ଶିଡ଼ିରୁ ପଡ଼ି ଜୀବନ ଗଲା

ଅନୁଗୁଳ: ଆଠମଲ୍ଲିକ ଥାନା ଇଲାକା ଜାମୁଡୋଲି ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଛାତ ଉପରକୁ ଛୋଟ ଝିଅକୁ ଆଣିବାକୁ ଯାଇଥିବା ବାପା ଶିଡିରୁ ଗଳିପଡ଼ିବାରୁ ଅକାଳ ମୃତ୍ୟୁମୁଖରେ ପଡ଼ିଛନ୍ତି। ମୃତକ ହେଲେ ସେହି ଗ୍ରାମର ସଞ୍ଜୟ ବଡ଼ମାଳି (୪୪)।…

Continue Readingସଡ଼କ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ଶିଡ଼ିରୁ ପଡ଼ି ଜୀବନ ଗଲା

ଅମଲାପଡ଼ା କ୍ରିକେଟ୍‌ ଉଦଯାପିତ

ଅନୁଗୁଳ: ଅନୁଗୁଳ ଅମଲାପଡ଼ା ମହାବିନାୟକ ୟୁଥ୍‌ କ୍ଲବ୍‌ ଆନୁକୂଲ୍ୟରେ ସ୍ଥାନୀୟ ଦୁର୍ଗାପଡ଼ିଆଠାରେ ଚାଲିଥିବା ଚତୁର୍ଥ ଦିବାରାତ୍ର କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ରାତିରେ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍‌ ମ୍ୟାଚ୍‌ରେ ଅନୁଗୁଳ ଲୁଟୁ ୱାରିୟର୍ସକୁ ହରାଇ ଭୁବନେଶ୍ବର କ୍ରିକେଟ୍‌ କ୍ଲବ୍‌ ଚାମ୍ପିଅନ୍‌ ହୋଇଛି। ଲୁଟୁ…

Continue Readingଅମଲାପଡ଼ା କ୍ରିକେଟ୍‌ ଉଦଯାପିତ

ନିଜେ ବିଛାଇ ଥିବା ଫାସରେ ଲାଗି ଶିକାରୀ ପ୍ରାଣଗଲା

ଅନୁଗୁଳ: ଅନୁଗୁଳ ବ୍ଳକ ତଥା ପମ୍ପାସର୍ ବନାଞ୍ଚଳରେ ବନ୍ୟଜନ୍ତୁ ଶିକାର ପାଇଁ ବିଛା ହୋଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣକର ଶୋଚନୀୟ ମୃତ୍ୟୁ ହୋଇଛି। ମୃତକ ପୁରୁଣାକୋଟ ଥାନା ରୋଡ଼ସିଙ୍ଗା ଗ୍ରାମର ଉମାକାନ୍ତ ପ୍ରଧାନ (୫୫)। ଜନ୍ତୁ ଶିକାର ପାଇଁ…

Continue Readingନିଜେ ବିଛାଇ ଥିବା ଫାସରେ ଲାଗି ଶିକାରୀ ପ୍ରାଣଗଲା

ବାଇକ ସହିତ ମଦ ଜବତ, ଜଣେ ଗିରଫ

ଅନୁଗୁଳ: ଜିଲ୍ଲାରେ ଅବକାରୀ ବିଭାଗ ଚଢ଼ାଉ କରି ଜଣେ ଚୋରା ମଦ ବେପାରୀଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଦେଶୀ ମଦ ଜବତ କରିଛି। ଅବକାରୀ ପୁଲିସ୍‌ ସୂଚନା ଅନୁଯାୟୀ, ଜରାସି˚ହା ଗ୍ରାମର ସାଗର ନାଏକ (୩୦) ବୁଧବାର ତାଙ୍କ ମୋଟରସାଇକେଲ୍‌…

Continue Readingବାଇକ ସହିତ ମଦ ଜବତ, ଜଣେ ଗିରଫ