କିଶୋରନଗର ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଚେତନତା ଶିବିର ଆୟୋଜିତ

ଅନୁଗୋଳ: କିଶୋରନଗର ସ୍ନାତକ ମହାବିଦ୍ୟାଳୟ ପରିସରରେ ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ତରଫରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଶକ୍ତିଶ୍ରୀ ସଂଯୋଜିକା ତଥା ଅଧ୍ୟାପିକା ବୀଣାପାଣି ସାହୁଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟର ଅଧ୍ୟକ୍ଷ…

Continue Readingକିଶୋରନଗର ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଚେତନତା ଶିବିର ଆୟୋଜିତ

ଗ୍ୟାସ୍ ପାଇପ୍ ଲିକ୍ ହୋଇ ଅଗ୍ନିକାଣ୍ଡ: ଜଣେ ମୃତ, ଜଣେ ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ କଳାବେଡ଼ା ଗାଁରେ ଗ୍ୟାସ୍ ପାଇପ୍ ସଜାଡ଼ିବା ବେଳେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କଳାବେଡ଼ା ଗାଁର…

Continue Readingଗ୍ୟାସ୍ ପାଇପ୍ ଲିକ୍ ହୋଇ ଅଗ୍ନିକାଣ୍ଡ: ଜଣେ ମୃତ, ଜଣେ ଗୁରୁତର

ଚିତ୍ରଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଜୟନ୍ତୀ ପାଳିତ

ଅନୁଗୋଳ: କିଶୋରନଗର ବ୍ଲକ୍ ବାମୁରର ବିଶିଷ୍ଟ ଚିତ୍ରଶିଳ୍ପୀ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଜୟନ୍ତୀ ଗାନ୍ଧୀ ମେମୋରିଆଲ ଟ୍ରଷ୍ଟ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକ ଉପାଧ୍ୟକ୍ଷ ଲବ କୁମାର ପ୍ରଧାନ, କଳ୍ପତରୁ ସଂଗଠନର ସମ୍ପାଦକ ସୁଧୀର ରଞ୍ଜନ ପ୍ରଧାନ, ସାଧବ…

Continue Readingଚିତ୍ରଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଜୟନ୍ତୀ ପାଳିତ

ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ହେଲେ ଚିକୁନ ବିଶ୍ୱାଳ

ଅନୁଗୋଳ: କିଶୋରନଗର ବ୍ଲକ ରଣିଆକଟାର ଚନ୍ଦ୍ରଚୂଡ଼ ବିଶ୍ୱାଳ ଓରଫ ଚିକୁନ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ତାଙ୍କୁ ଏହି ପଦବୀ ମିଳିଥିବାରୁ ଆଜି ବିଜେପି ମଣ୍ଡଳ ସଭାପତି ଧନୁର୍ଜୟ ପ୍ରଧାନ, ସାଂସଦ ପ୍ରତିନିଧି ସରୋଜ କୁମାର…

Continue Readingଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ହେଲେ ଚିକୁନ ବିଶ୍ୱାଳ

ଧାର ଟଙ୍କା ମାଗିବାରୁ ଯୁବକଙ୍କୁ ଆକ୍ରମଣ ଏବଂ ହତ୍ୟାଧମକ: କିଶୋରନଗର ଥାନାରେ ଏତଲା

ଅନୁଗୋଳ: ଟଙ୍କା କାରବାରକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଆକ୍ରମଣ ଓ ହତ୍ୟାଧମକ ଦିଆଯାଇଥିବା ନେଇ ଅନୁଗୋଳ ଜିଲ୍ଲା କିଶୋରନଗର ଥାନାରେ ଅଭିଯୋଗ ହୋଇଛି। କିଶୋରନଗର ଥାନା ଜାମୁନାଳୀ ଗାଁର ପ୍ରତାପ ବିଶ୍ୱାଳଙ୍କୁ ଡାକୁଆମୁଣ୍ଡା ଗାଁର ଅସିତ ରଞ୍ଜନ ପ୍ରଧାନ ଆକ୍ରମଣ…

Continue Readingଧାର ଟଙ୍କା ମାଗିବାରୁ ଯୁବକଙ୍କୁ ଆକ୍ରମଣ ଏବଂ ହତ୍ୟାଧମକ: କିଶୋରନଗର ଥାନାରେ ଏତଲା

ଗୋଣ୍ଡ ସମାଜର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ; ଗମ୍ଭାରୀମଳିହା ଗ୍ରାମର କୃତୀ ଛାତ୍ରୀ ଝରଣା ସମ୍ବର୍ଦ୍ଧିତ

ଅନୁଗୁଳ: ଗମ୍ଭାରୀମଳିହା ଆମ୍ବତୋଟା ପରିସରରେ ଗୋଣ୍ଡ ସମାଜ ବ୍ରାହ୍ମଣୀଦେଇ ପୁଞ୍ଜର ବାର୍ଷିକ ସାଧାରଣ ସଭା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସଭାର ପ୍ରାରମ୍ଭରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରଭୁ ଜଙ୍ଘାଦେବଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା। ବୈଠକରେ ସାମାଜିକ ବିଧିବିଧାନ ଅନୁପାଳନ, ସଂସ୍କୃତିର…

Continue Readingଗୋଣ୍ଡ ସମାଜର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ; ଗମ୍ଭାରୀମଳିହା ଗ୍ରାମର କୃତୀ ଛାତ୍ରୀ ଝରଣା ସମ୍ବର୍ଦ୍ଧିତ

କିଶୋରନଗରରେ ପାରମ୍ପରିକ ଖାଦ୍ୟ ମେଳା: ୧୨ଟି ଷ୍ଟଲରେ ପ୍ରଦର୍ଶିତ ହେଲା ଓଡ଼ିଶାର ଅସ୍ମିତା

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ସ୍ଥିତ ସରକାରୀ ପ୍ରାରମ୍ଭିକ ଶିକ୍ଷକ ଶିକ୍ଷାନୁଷ୍ଠାନ ପରିସରରେ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ଏକ ଭବ୍ୟ ପାରମ୍ପରିକ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଭାରପ୍ରାପ୍ତ ଥାନା ଅଧିକାରୀ ହରିକୃଷ୍ଣ ପ୍ରଧାନ…

Continue Readingକିଶୋରନଗରରେ ପାରମ୍ପରିକ ଖାଦ୍ୟ ମେଳା: ୧୨ଟି ଷ୍ଟଲରେ ପ୍ରଦର୍ଶିତ ହେଲା ଓଡ଼ିଶାର ଅସ୍ମିତା

କିଶୋରନଗର କଲେଜରେ ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ସ୍ନାତକ ମହାବିଦ୍ୟାଳୟରେ ଚାଲିଥିବା ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ଅଧ୍ୟକ୍ଷ ଅକ୍ଷୟ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ସ୍ଥାନୀୟ ତହସିଲଦାର ବିକ୍ରମ କେଶରୀ ନାୟକ ଯୋଗଦେଇ ଛାତ୍ରୀଙ୍କୁ…

Continue Readingକିଶୋରନଗର କଲେଜରେ ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ

​କିଶୋରନଗରରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି: ୫ଟି ଅଭିଯୋଗର ତୁରନ୍ତ ସମାଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ସୋମବାର କିଶୋରନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ସମୁଦାୟ ୪୯ଟି ଅଭିଯୋଗ…

Continue Reading​କିଶୋରନଗରରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି: ୫ଟି ଅଭିଯୋଗର ତୁରନ୍ତ ସମାଧାନ

ଘୋଷରରେ କଲ୍ୟାଣ ମଣ୍ଡପ ନିର୍ମାଣ ନେଇ ଭୂମିପୂଜା

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହିମିତିରା ପଞ୍ଚାୟତ ଘୋଷର ଗ୍ରାମରେ ନୂତନ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଆଜି ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ସରପଞ୍ଚ ସୁମିତ୍ରା ସେଠୀ, ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ…

Continue Readingଘୋଷରରେ କଲ୍ୟାଣ ମଣ୍ଡପ ନିର୍ମାଣ ନେଇ ଭୂମିପୂଜା