ଗୃହିଣୀଙ୍କ ପରଟାରେ ଜଗନ୍ନାଥ! ଅଲୌକିକ ଘଟଣା ଦେଖିବାକୁ ଲୋକଙ୍କ ଭିଡ଼

ଅନୁଗୁଳ: କଥାରେ ଅଛି ବିଶ୍ୱାସେ ମିଳଇ ହରି ତର୍କେ ବହୁଦୂର। ଆମ ପରମ୍ପରାରେ ଗୋଡ଼ି,ପଥର,ଶିଳା,ଫୁଲ,ନିମ୍ବ ଗଛ ଏସବୁରେ ବେଳେବେଳେ ଏମତି କିଛି ଘଟେ ଲୋକେ ସେଶବୁରେ ଈଶ୍ବରଙ୍କ ସାନିଧ୍ୟ ପାଇଥାନ୍ତି ଗତକାଲି ରାତିରେ ସ୍ଥାନୀୟ ରାଣୀଗୋଡା ଗ୍ରାମ ଗୋପାଳ ସାହିରେ ରହୁଥିବା…

Continue Readingଗୃହିଣୀଙ୍କ ପରଟାରେ ଜଗନ୍ନାଥ! ଅଲୌକିକ ଘଟଣା ଦେଖିବାକୁ ଲୋକଙ୍କ ଭିଡ଼

କିଶୋର କ୍ଳବ୍ ପକ୍ଷରୁ ଶାରଦୀୟ ପ୍ରତିଯୋଗିତା

ଅନୁଗୁଳ: ତାଳଚେର କିଶୋର କ୍ଳବ୍ ପକ୍ଷରୁ ଶାରଦୀୟ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଉଦଯାପନ ଦିବସରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। ଅନୁଗୁଳର ପୂଜା ପରିଡ଼ା ୧୦୦,୨୦୦,୪୦୦,୮୦୦ ମିଟର ଦୌଡ…

Continue Readingକିଶୋର କ୍ଳବ୍ ପକ୍ଷରୁ ଶାରଦୀୟ ପ୍ରତିଯୋଗିତା

ଓଡ଼ିଶୀ ନୃତ୍ୟ କର୍ମଶାଳା “ଦୀକ୍ଷାଶାଳା” ଉଦଯାପିତ

ଅନୁଗୁଳ: ନୃତ୍ୟନୀଳୟ ଅନୁଗୁଳ ପକ୍ଷରୁ ଏହାର ନୃତ୍ୟଶାଳା ପରିସରରେ ଓଡ଼ିଶୀ ନୃତ୍ୟ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି।ଦୀକ୍ଷାଶାଳା ନାମରେ ଆୟୋଜିତ ଏହି କର୍ମଶାଳା ଗତ ୨୪ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ନୃତ୍ୟ ନୀଳୟର ସମ୍ପାଦିକ ଗୁରୁ…

Continue Readingଓଡ଼ିଶୀ ନୃତ୍ୟ କର୍ମଶାଳା “ଦୀକ୍ଷାଶାଳା” ଉଦଯାପିତ

ଅନୁଗୁଳରେ ବିରାଜିଲେ ସାଗର ଦୁଲଣି ମା ଲକ୍ଷ୍ମୀ: ୬୭ ବର୍ଷରେ ବଜାର ଛକ କମିଟି

ଅନୁଗୁଳ: ଚଳିତ ବର୍ଷ ଅନୁଗୁଳ ସହର ଓ ଆଖପାଖରେ ୩୪ ଟି ମଣ୍ଡପରେ ଧନାଦାତ୍ରୀ ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଚାଲିଛି। ଆକର୍ଷଣୀୟ ତୋରଣ,ମେଢ଼ ସାଙ୍ଗକୁ ଏଲ୍‌ଇଡି ଏବଂ ଡିଜିଟାଲ ବିଜୁଳି ଆଲୁଅରେ ଆଖି ଝଲସି ଯାଉଚି। ଏ ଅବସରରେ ଲକ୍ଷ୍ମୀ ନାରାୟଣ…

Continue Readingଅନୁଗୁଳରେ ବିରାଜିଲେ ସାଗର ଦୁଲଣି ମା ଲକ୍ଷ୍ମୀ: ୬୭ ବର୍ଷରେ ବଜାର ଛକ କମିଟି

ଅଙ୍ଗୁର ପାଇଁ ବିହାରୀ ଫଳ ଦୋକାନୀ ବାଡାବାଡ଼ି

ଅନୁଗୁଳ: ଆଜି ଦିନ ପ୍ରାୟ ଦଶଟା ବେଳେ ପୁରୁଣା ବସ୍ ଷ୍ଟାଣ୍ଡରେ ବିହାରୀ ଫଳ ଦୋକାନୀ ମାନେ ଦୁଇ ଗୋଷ୍ଠୀରେ ଭାଗ ହୋଇ ପରସ୍ପର ମଧ୍ୟରେ ବାଡ଼ାବାଡ଼ି ହୋଇଥିଲେ। ଠେଙ୍ଗା ବାଡ଼ି ଓ ଖଣ୍ଡା ଆଦି ମାରଣାସ୍ତ୍ର ଧରି ସେମାନେ ଅପରକୁ…

Continue Readingଅଙ୍ଗୁର ପାଇଁ ବିହାରୀ ଫଳ ଦୋକାନୀ ବାଡାବାଡ଼ି

ରାଣୀଗୋଡ଼ାରେ ଗ୍ରାମେଶ୍ୱରୀ “ମା’ ବଗାଧର”ଙ୍କ ବାର୍ଷିକ କୁମାର ପୂର୍ଣ୍ଣିମା ଉତ୍ସବ ପାଳିତ, ବିରାଟ ଶୋଭାଯାତ୍ରାରେ ବୁଲିଲା ମା’ଙ୍କ ବିଜେ ପ୍ରତିମା

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ରାଣୀଗୋଡ଼ା ଗ୍ରାମରେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଗ୍ରାମେଶ୍ୱରୀ "ମା' ବଗାଧର"ଙ୍କ ବାର୍ଷିକ କୁମାର ପୂର୍ଣ୍ଣିମା ଉତ୍ସବ ପାଳନ ଆରମ୍ଭ ହୋଇଛି। ଶୁକ୍ରବାର ପୂର୍ବାହ୍ନରେ ଗ୍ରାମର ସାମନ୍ତ ସାହିରେ ଥିବା "ମା'ଙ୍କ ବିଜେ ପ୍ରତିମା" ସୁସଜ୍ଜିତ "ଆଲମ"…

Continue Readingରାଣୀଗୋଡ଼ାରେ ଗ୍ରାମେଶ୍ୱରୀ “ମା’ ବଗାଧର”ଙ୍କ ବାର୍ଷିକ କୁମାର ପୂର୍ଣ୍ଣିମା ଉତ୍ସବ ପାଳିତ, ବିରାଟ ଶୋଭାଯାତ୍ରାରେ ବୁଲିଲା ମା’ଙ୍କ ବିଜେ ପ୍ରତିମା

ବିଦାୟ ନେଲେ ମା’: ଅନୁଗୁଳରେ ଶାନ୍ତି ଶୃଙ୍ଖଳାର ସହ ସରିଲା ଦୁର୍ଗାପୂଜା ଭସାଣି

ଅନୁଗୁଳ: ଅନୁଗୁଳରେ ଦୁର୍ଗାପୂଜା ଓ ଶିବ ପାର୍ବତୀ ପୂଜାର ଭସାଣି ସମାରୋହ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ବୁଧବାର ଅପରାହ୍ନ ଦୁଇଟା ଠାରୁ ପୂଜା କମିଟିଗୁଡ଼ିକ ନିଜ ଅଞ୍ଚଳରୁ ପଟୁଆର ସହ ଭସାଣି ଶୋଭାଯାତ୍ରାରେ ବାହାରିଥିଲେ। ଶଙ୍ଖ, ଘଣ୍ଟଘଣ୍ଟା ସାଙ୍ଗକୁ…

Continue Readingବିଦାୟ ନେଲେ ମା’: ଅନୁଗୁଳରେ ଶାନ୍ତି ଶୃଙ୍ଖଳାର ସହ ସରିଲା ଦୁର୍ଗାପୂଜା ଭସାଣି

ବେଆଇନ ମିନାବଜାର ନିର୍ମାଣ ଉପରେ ଚଢାଉ: ଜେନେରେଟର ଜବତ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ପୁରୁଣା ବସ୍ ଷ୍ଟାଣ୍ଡ ରେ ନିର୍ମାଣାଧୀନ ଏକ ମୀନାବଜାର ଉପରେ ଅନୁଗୁଳ ପୌରପାଳିକା ପକ୍ଷରୁ ଚଢାଉ କରାଯାଇଥିଲା। ପୌରପାଳିକା ଠାରୁ ଅନୁମତି ନ ନେଇ ଏହି ମୀନାବଜାରର ଟେଣ୍ଟ ନିର୍ମାଣ କରାଯାଇଥିଲା। କଂକ୍ରିଟ ମଇଦାନରେ ଶତାଧିକ…

Continue Readingବେଆଇନ ମିନାବଜାର ନିର୍ମାଣ ଉପରେ ଚଢାଉ: ଜେନେରେଟର ଜବତ

ଶିମିଳିପଡ଼ା ପୂଜା ମଣ୍ଡପରେ ଭଜନ ସନ୍ଧ୍ୟା, ଭକ୍ତିରସ ବାଣ୍ଟିଲେ ପଙ୍କଜ ଜାଲ

ଅନୁଗୁଳ: ସ୍ଥାନୀୟ ଶିମିଳିପଡ଼ା ଦୁର୍ଗା ପୂଜା ମଣ୍ଡପ ପ୍ରାଙ୍ଗଣରେ ଆଜି ମହାନବମୀ ଅବସରରେ ଭଜନ ସନ୍ଧ୍ୟା ଆୟୋଜିତ ହୋଇଯାଇଛି। ଏହି ଭଜନ ସନ୍ଧ୍ୟାରେ ଯୋଗ ଦେଇଥିଲେ ଓଡ଼ିଶାର ସୁନାମଧନ୍ୟ ଭଜନ ଗାୟକ ପଙ୍କଜ ଜାଲ। ସେ ବଛା ବଛା ଭଜନ,ଆଧୁନିକ ଓ…

Continue Readingଶିମିଳିପଡ଼ା ପୂଜା ମଣ୍ଡପରେ ଭଜନ ସନ୍ଧ୍ୟା, ଭକ୍ତିରସ ବାଣ୍ଟିଲେ ପଙ୍କଜ ଜାଲ

ଦର୍ଶକଙ୍କ ମନମୋହୁଛି ହୁଲୁରୁସିଂହା ତୋରଣ ରାଜସ୍ଥାନୀ ପ୍ୟାଲେସ

ଅନୁଗୁଳ: ହୁଲୁରୁସିଂହା ପୂଜା କମିଟି ପକ୍ଷରୁ ଚଳିତ ଦୁର୍ଗା ପୂଜାରେ ଆକର୍ଷଣୀୟ ମୂର୍ତ୍ତି ସାଙ୍ଗକୁ ରାଜସ୍ଥାନୀ ପ୍ୟାଲେସ ତୋରଣ କରାଯାଇଛି ଯାହା ଦର୍ଶକଙ୍କୁ ବେଶ୍ ଆକର୍ଷିତ କରୁଛି। ଗତ ୭୦ ବର୍ଷ ଧରି ଏହି ପୂଜା କମିଟି ଶାନ୍ତି ଶୃଙ୍ଖଳାର ସହ…

Continue Readingଦର୍ଶକଙ୍କ ମନମୋହୁଛି ହୁଲୁରୁସିଂହା ତୋରଣ ରାଜସ୍ଥାନୀ ପ୍ୟାଲେସ