ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅଞ୍ଚଳର ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମଙ୍ଗଳବାର ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତାଥା ପକସୋ ସ୍ବତନ୍ତ୍ର ଅଦାଲତ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଯେ, ୨୦୧୮ ମସିହା ଅପ୍ରେଲ…

Continue Readingଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଓଡ଼ିଶାରୁ ୨ଜଣ ଓମିକ୍ରନ୍ ପଜିଟିଭ୍

ଅନୁଗୁଳ: ଓଡ଼ିଶାରେ ପଶିଲା ଓମିକ୍ରନ୍ । ମଙ୍ଗବାର ଚିହ୍ନଟ ହେଲା ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ । ୨ ଜଣ ବିଦେଶ ଫେରନ୍ତା ଓମିକ୍ରନ୍ ସଂକ୍ରମିତ ହୋଇଛନ୍ତି । ଜିନୋମ୍ ସିକ୍ୱେନ୍ସିଂରୁ ସେମାନେ ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣା ପଡିଛି ।…

Continue Readingଓଡ଼ିଶାରୁ ୨ଜଣ ଓମିକ୍ରନ୍ ପଜିଟିଭ୍

ଫାଟିଲା ପାଉଁଶ ପାଇପ୍, ଯାତାୟତ ଠପ୍

ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ, ଏନଟିପିସି ପ୍ରକଳ୍ପ ରେଲୱେ ଲାଇନ କଡ଼ ଦେଇ ଯାଇଥିବା ପାଉଁଶ ପାଇପ୍ ସୋମବାର ସକାଳେ ଫାଟି ଯାଇଛି। ଫଳରେ ଆଜି ସକାଳୁ ବଲାଙ୍ଗୀ ବି କଲୋନୀ ବସ୍ତି ବାସିନ୍ଦାଙ୍କ ଯାତାୟତ ଠପ୍ ହୋଇଛି। ନଟିପିସି ପ୍ରକଳ୍ପ…

Continue Readingଫାଟିଲା ପାଉଁଶ ପାଇପ୍, ଯାତାୟତ ଠପ୍

୮ଟି ଦେଶୀ ବନ୍ଧୁକ ସହ ଅଭିଯୁକ୍ତ ଗିରଫ

ଅନୁଗୁଳ: ଏସ୍‌ଟିଏଫ୍‌ର (ସ୍ଵତନ୍ତ୍ର ଟାସ୍କ୍ ଫୋର୍ସ) ଚଢ଼ାଉ ବେଳେ ମିଳିଲା ୮ଟି ଦେଶୀ ବନ୍ଧୁକ, ୭ଟି ଗୁଳି। ଚୋରା ବନ୍ଧୁକ କାରବାର ନେଇ ଜଣକୁ ଗିରଫ କରିଛି ଏସ୍‌ଟିଏଫ୍ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କେରଜାଙ୍ଗ ଗାଁ ରୁ…

Continue Reading୮ଟି ଦେଶୀ ବନ୍ଧୁକ ସହ ଅଭିଯୁକ୍ତ ଗିରଫ

ଡେଙ୍ଗୁ ହାର କମୁଛି, ଆକ୍ରାନ୍ତଙ୍କ ସଂଖ୍ୟା ୧୯

ଅନୁଗୁଳ: ଅନୁଗୁଳରେ ଗତ ସପ୍ତାହରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଥିବାବେଳେ ଶନିବାର ଏଥିରେ ଏକ ବୃଦ୍ଧି ପାଇ ୧୯ ରେ ପହଞ୍ଚିଛି। କହିବାକୁ ଗଲେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରେ ସାମାନ୍ୟ ବ୍ରେକ୍ ଲାଗିଛି। ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ବ୍ଲକ୍,…

Continue Readingଡେଙ୍ଗୁ ହାର କମୁଛି, ଆକ୍ରାନ୍ତଙ୍କ ସଂଖ୍ୟା ୧୯

ପ୍ରସୂତୀଙ୍କଠୁ ଲାଞ୍ଚ: ବଦଳିଲେ ୨୪ ଷ୍ଟାଫ ନର୍ସ

ଅନୁଗୁଳ: ପ୍ରାୟ ଏକ ମାସ ତଳେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଗର୍ଭବତୀ ମହିଳାଙ୍କ ଠାରୁ ସ୍ୱାସ୍ଥ୍ୟ ସେବା ଦେବା ନାଁରେ ଲାଞ୍ଚ ମାଗିବା ଘଟଣା ଗଣମାଧ୍ୟମରେ ପ୍ରକାଶିତ ହେବ ପରେ ଏଥିନେଇ ଏଡିଏମ୍‌ଓ ମେଡିକାଲ…

Continue Readingପ୍ରସୂତୀଙ୍କଠୁ ଲାଞ୍ଚ: ବଦଳିଲେ ୨୪ ଷ୍ଟାଫ ନର୍ସ

ବାତ୍ରାଖୋଲ ଜଙ୍ଗଲରୁ କଲରାପତ୍ରିଆର ମୃତ ଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ଧଣ୍ଡାଟୋପା ବନାଞ୍ଚଳ ବାତ୍ରାଖୋଲ ଜଙ୍ଗଲରୁ ଶନିବାର ସକାଳେ ଏକ କଲରା ପତ୍ରିଆ ବାଘର ମୃତଦେହ ଠାବ କର।ଯାଇଛି। ଗାଁ ଲୋକଙ୍କ ଠାରୁ ଖବର ପାଇ  ବନ ବିଭାଗ ଅଧିକାରୀମାନେ ଘଟଣା ସ୍ଥଳକୁ ଯାଇଛନ୍ତି…

Continue Readingବାତ୍ରାଖୋଲ ଜଙ୍ଗଲରୁ କଲରାପତ୍ରିଆର ମୃତ ଦେହ ଉଦ୍ଧାର

ବିଜେଡିକୁ ଝଟକା:ଇସ୍ତଫା ଦେଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

ଅନୁଗୁଳ: ଶେଷରେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ଏବଂ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଇନ୍ଦ୍ରମଣି ଗଡନାୟକ। ଅନୁଗୁଳର ଏକ ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ୟକ୍ତି ଗତ କାରଣରୁ ସେ ଇସ୍ତଫା ଦେଉଛନ୍ତି ବୋଲି ଶ୍ରୀ…

Continue Readingବିଜେଡିକୁ ଝଟକା:ଇସ୍ତଫା ଦେଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

ଇଞ୍ଜିନିୟରିଂ ଆଡମିସନ ସମୟସୀମା ବଢିଲା

ଅନୁଗୁଳ : ଡିସେମ୍ବର ୩୧ ଯାଏ ଇଞ୍ଜିନିୟରିଂ ଆଡମିସନ୍ ସମୟସୀମା ବଢିଲା । ରାଜ୍ୟର ଇଞ୍ଜିନିୟରିଂ କଲେଜ ଗୁଡିକରେ ନାମଲେଖା ସମୟସୀମା ବୃଦ୍ଧି କରାଯାଇଛି । ନାମଲେଖାର ସମୟସୀମା ଚଳିତ ମାସ ୧୫ ତାରିଖ ଯାଏଁ ରାଜ୍ୟ ସରକାରଙ୍କ ଧାର୍ୟ୍ୟ କରିଥିଲେ…

Continue Readingଇଞ୍ଜିନିୟରିଂ ଆଡମିସନ ସମୟସୀମା ବଢିଲା

ଚର୍ଚ୍ଚାରେ ଅନୁଗୁଳ ମେଡିକାଲ: ୪ମହଲାରୁ ପଡି ରୋଗୀ ମୃତ

ଅନୁଗୁଳ: ଗତ କିଛି ମାସ ଧରି ବଦନାମର ଶୀର୍ଷରେ ଥିବା ଅନୁଗୁଳ ମେଡିକାଲରେ ଗୁରୁବାର ବଡିଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ୪ ମହଲା ବିଶିଷ୍ଟ ଅନ୍ତର୍ବାସି ରୋଗୀ କୋଠାରୁ ପଡ଼ି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା…

Continue Readingଚର୍ଚ୍ଚାରେ ଅନୁଗୁଳ ମେଡିକାଲ: ୪ମହଲାରୁ ପଡି ରୋଗୀ ମୃତ