ଗାଧୋଇବାକୁ ଯାଇଥିବା ଯୁବତୀଙ୍କୁ ଟେକି ନେଇ ଦୁଷ୍କର୍ମ: ବୃଦ୍ଧଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ଫାଷ୍ଟଟ୍ରାକ୍ଟ କୋର୍ଟ। ଅଭିଯୁକ୍ତ ଛେଣ୍ଡିପଦା ଥାନା ଅନ୍ତର୍ଗତ ପାତ୍ରପଡା ଗ୍ରାମର ବଂଶୀ ନାଏକ (୫୦)କୁ ଏହି ଦଣ୍ଡାଦେଶ ହୋଇଛି। ସୂଚନା ମୁତାବକ, ୧୬.…

Continue Readingଗାଧୋଇବାକୁ ଯାଇଥିବା ଯୁବତୀଙ୍କୁ ଟେକି ନେଇ ଦୁଷ୍କର୍ମ: ବୃଦ୍ଧଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ

ଡିଏଚଏଚ ଓ ମେଡିକାଲ କଲେଜ୍ ସମନ୍ୱୟ ବୈଠକ: ଓପିଡିରୁ ଚପଲ କଟକଣା ଉଠିଲା,ଦମନ ହେବେ ଦଲାଲ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଡିଏଚଏଚ କର୍ତ୍ତୃପକ୍ଷ ଏବଂ ମେଡିକାଲ କଲେଜ କର୍ତୃପକ୍ଷଙ୍କ ମଧ୍ୟରେ ସୋମବାର ଏକ ସମନ୍ୱୟ ବୈଠକ ବସିଥିଲା। ଏଥିରେ ସିଡିଏମଓ ଡ଼ା ମଦନ ମୋହନ ପ୍ରଧାନ, ହସ୍ପିଟାଲ ସୁପରିନଟେନଡେନ୍ଟ ଡ଼ା ମାନସ ରଞ୍ଜନ ବିଶ୍ଵାଳଙ୍କ…

Continue Readingଡିଏଚଏଚ ଓ ମେଡିକାଲ କଲେଜ୍ ସମନ୍ୱୟ ବୈଠକ: ଓପିଡିରୁ ଚପଲ କଟକଣା ଉଠିଲା,ଦମନ ହେବେ ଦଲାଲ

ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ୧୧୪ତମ ଜୟନ୍ତୀ ପାଳିତ, କବିଙ୍କ ସାହିତ୍ୟକୁ “ଜନମାନସର ସ୍ପନ୍ଦନ” କହିଲେ ଅତିଥି

ଅନୁଗୁଳ: ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ୧୧୪ତମ ଜୟନ୍ତୀ ଡିଆଇଇଟି ଅନୁଗୁଳ, ଛେଣ୍ଡିପଦା ଓ ସାରସ୍ବତ ସାହିତ୍ୟ ସଂସଦ, ଛେଣ୍ଡିପଦାଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଛି। ଏ ଅବସରରେ କବିଙ୍କ ସ୍ମୃତି ଚାରଣ ନିମନ୍ତେ ଏକ ସଭାର ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି…

Continue Readingପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ୧୧୪ତମ ଜୟନ୍ତୀ ପାଳିତ, କବିଙ୍କ ସାହିତ୍ୟକୁ “ଜନମାନସର ସ୍ପନ୍ଦନ” କହିଲେ ଅତିଥି

ପଦ୍ମଶ୍ରୀ କବି ରାଧାମୋହନଙ୍କ ଜୟନ୍ତୀ: କବିଙ୍କ ସାହିତ୍ୟରେ ପ୍ରାଚ୍ୟ ପାଶ୍ଚାତ୍ୟର ମିଳନ ଦେଖିବାକୁ ମିଳେ

ଅନୁଗୁଳ: ପଦ୍ମଶ୍ରୀ କବି ରାଧାମୋହନ ଗଡ଼ନାୟକଙ୍କ ସୃଷ୍ଟି ସମ୍ଭାରରେ ଛନ୍ଦବଦ୍ଧତା ପାଠକଙ୍କୁ ଯଥେଷ୍ଟ ଆତ୍ମିକ ତୃପ୍ତି ଦେଇଥାଏ।କବିଙ୍କ ରାଶି ରାଶି ସୃଷ୍ଟିରୁ ବିଭିନ୍ନ ଉଦାହରଣ ଦେଇ ସେଥିରେ କିଭଳି ଶୃଙ୍ଗାର ଓ କରୁଣ ରସ ରହିଛି ତାହା ବର୍ଣ୍ଣନା କରିଥିଲେ ବିଶିଷ୍ଟ…

Continue Readingପଦ୍ମଶ୍ରୀ କବି ରାଧାମୋହନଙ୍କ ଜୟନ୍ତୀ: କବିଙ୍କ ସାହିତ୍ୟରେ ପ୍ରାଚ୍ୟ ପାଶ୍ଚାତ୍ୟର ମିଳନ ଦେଖିବାକୁ ମିଳେ

ସୁନା ଦୋକାନରୁ ଚୋରି କଲେ କଲେଜ ଛାତ୍ରୀ! ସିସିଟିଭି ଧରାଇଦେଲା ଚୋରି କାରନାମା

ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ଥିବା ଏକ ଜୁଏଲର୍ସକୁ ସୋମବାର କିଛି ଗ୍ରାହକ ଅଳଙ୍କାର କିଣିବା ପାଇଁ ଆସିଥିଲେ। ଏହା ମଧ୍ୟରେ ଦୁଇଜଣ କଲେଜ ପଢୁଆ ଯୁବତୀ ମଧ୍ୟ ରହିଥିଲେ। ସେମାନେ ସୁନା ଚେନ ଏବଂ କାନଫୁଲ ଦେଖିଥିଲେ। ଦୋକାନରେ କାମ…

Continue Readingସୁନା ଦୋକାନରୁ ଚୋରି କଲେ କଲେଜ ଛାତ୍ରୀ! ସିସିଟିଭି ଧରାଇଦେଲା ଚୋରି କାରନାମା

ସାର ସଂକଟ ଉତ୍କଟ: ଦୁଇଗୁଣା ଦରରେ ବିକୁଛନ୍ତି ଦଲାଲ, ଚାଷୀ ହତାଶ

ଅନୁଗୁଳ: ଚାଷରେ ବାଧକ ସାଜିଛି ସାର। ଚାଷ ହିସାବରେ ସାର ଯୋଗାଇବାରେ ସରକାର ବିଫଳ। ଧାନର ସହାୟକ ମୂଲ୍ୟ ବଢ଼ିଥିବାରୁ ଲୋକଙ୍କର ଚାଷ ପ୍ରତି ଆଗ୍ରହ ବଢ଼ିଛି। ଏଭଳି ସ୍ଥିତିରେ ଚାଷ ଜମି ହିସାବରେ ମିଳୁନି ସାର। ଏଣୁ ସାର ଯୋଗାଇବା…

Continue Readingସାର ସଂକଟ ଉତ୍କଟ: ଦୁଇଗୁଣା ଦରରେ ବିକୁଛନ୍ତି ଦଲାଲ, ଚାଷୀ ହତାଶ

ଅନୁଗୁଳରେ ଐରାବତ: ହାତୀଙ୍କୁ ସ୍ଥାନାନ୍ତର କରିବାରେ ହେବ ବ୍ୟବହାର

ଅନୁଗୁଳ: ଅନୁଗୁଳରେ ଐରାବତ। ଅନୁଗୁଳ ଜଙ୍ଗଲ ବିଭାଗକୁ ଆସିଛି ସ୍ବତନ୍ତ୍ର ଟ୍ରକ୍, ଯାହାର ନାମ ରହିଛି ‘ଐରାବତ’। ଏହାକୁ ହାତୀ ସ୍ଥାନାନ୍ତର ପାଇଁ ବ୍ୟବହାର କରାଯିବ। ଟ୍ରକ୍‌ଟି ଝାଡ଼ଖଣ୍ଡରେ ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଛି। ଏହି ଗାଡ଼ିର ମୂଲ୍ୟ ପ୍ରାୟ ୧…

Continue Readingଅନୁଗୁଳରେ ଐରାବତ: ହାତୀଙ୍କୁ ସ୍ଥାନାନ୍ତର କରିବାରେ ହେବ ବ୍ୟବହାର

କଣିହାଁରେ ବୁଲେଟ୍ ଓ ସ୍କୁଟିକ ପୋଡ଼ିଦେଲେ ଦୁର୍ବୃତ୍ତ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ବଡ଼ଗୁଣ୍ଡୁରୀ ଗାଁର ସୂର୍ଯ୍ୟମଣି ସାହୁଙ୍କ ଘରର ବିଦ୍ୟୁତ୍ ତାର କାଟି ଦୁର୍ବୃତ୍ତମାନେ ତାଙ୍କର ବୁଲେଟ୍ ଓ ତାଙ୍କ ପତ୍ନୀଙ୍କ ସ୍କୁଟିରେ ନିଆଁ ଲଗାଇ ପୋଡ଼ିଦେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ପରେ ଦୁର୍ବୃତ୍ତମାନେ ସୂର୍ଯ୍ୟମଣି…

Continue Readingକଣିହାଁରେ ବୁଲେଟ୍ ଓ ସ୍କୁଟିକ ପୋଡ଼ିଦେଲେ ଦୁର୍ବୃତ୍ତ

ଅନୁଗୁଳରେ ୧୭ ମୋଟରସାଇକେଲ ଜବତ, ୧.୨୭ ଲକ୍ଷ ଜରିମାନା

ଅନୁଗୁଳ : ସହରରେ ବିକଟାଳ ଶବ୍ଦ କରୁଥିବା ମୋଟରସାଇକେଲ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପରିବହନ ବିଭାଗ ଓ ପୋଲିସ । ଆଜି ସନ୍ଧ୍ୟାରେ ଏମ୍‌ଭିଆଇ ବିଭୁ ରଞ୍ଜନଙ୍କ ନେତୃତ୍ୱରେ ହୋଇଥିବା ବିଶେଷ ଜାଞ୍ଚରେ ୧୭ଟି ବୁଲେଟ ମୋଟରସାଇକେଲ ଜବତ…

Continue Readingଅନୁଗୁଳରେ ୧୭ ମୋଟରସାଇକେଲ ଜବତ, ୧.୨୭ ଲକ୍ଷ ଜରିମାନା

ହାବିଲଦାର, କନେଷ୍ଟବଳ ଅନୁଗୁଳ ଶାଖା ସଂଘର ନିର୍ବାଚନ: ଅଭୟ ସଭାପତି, ରଞ୍ଜନ ଉପସଭାପତି, ପୂର୍ଣ୍ଣଚନ୍ଦ୍ର ସମ୍ପାଦକ ଓ ଟୁକୁନା କୋଷାଧ୍ୟକ୍ଷ

ଅନୁଗୁଳ: ଅନୁଗୁଳ ଜିଲା ହାବିଲଦାର, କନେଷ୍ଟବଳ ଶାଖା ସଂଘର ନିର୍ବାଚନ ଗତ ୨୩ ତାରିଖରେ ଅନୁଷ୍ଠିତ ହୋଇଥିଲା। ୨୦୨୫ ରୁ ୨୦୨୭ ପର୍ଯ୍ୟନ୍ତ ଏହି ସଂଘ କାର୍ଯ୍ୟକାରୀ ହେବାକୁ ଥିବା ବେଳେ ୪ଟି ଦଳ ଏଥିରେ ପ୍ରତିଦ୍ୱନ୍ଦୀତ୍ୱ କରିଥିଲେ। ଗତ କାଲି…

Continue Readingହାବିଲଦାର, କନେଷ୍ଟବଳ ଅନୁଗୁଳ ଶାଖା ସଂଘର ନିର୍ବାଚନ: ଅଭୟ ସଭାପତି, ରଞ୍ଜନ ଉପସଭାପତି, ପୂର୍ଣ୍ଣଚନ୍ଦ୍ର ସମ୍ପାଦକ ଓ ଟୁକୁନା କୋଷାଧ୍ୟକ୍ଷ