ବାହାଘର ପ୍ରୋସେସନ୍ ବେଳେ ଫୁଟିଲା ଗୁଳି, ଦୁଇ ଆହତ
ଅନୁଗୁଳ: ବାହାଘର ପ୍ରୋସେସନ୍ ବେଳେ ଫୁଟିଲା ଗୁଳି । ଦୁଇ ଆହତ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ବେଲପୁଞ୍ଜି ଗାଁରେ ଗୁଳିକାଣ୍ଡ। ବୌଦ୍ଧ ଅଞ୍ଚଳରୁ ବେଲପୁଞ୍ଜି ଗାଁକୁ ଆସିଥିଲେ ବରଯାତ୍ରୀ । ପ୍ରୋସେସନ୍ ଚାଲିଥିବାବେଳେ ହଠାତ୍ ଗୁଳି ଫୁଟିଥିଲା । ଏଥିରେ ମନମୁଣ୍ଡା…



