ଅନୁଗୁଳ ଜିଲ୍ଲା ସାମ୍ବାଦିକ ୟୁନିୟନର ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ
ଅନୁଗୁଳ: ଛେଣ୍ଡିପଦା ବ୍ଲକ ପାତ୍ରପଡା ମା ବାଟ ବାୟାଣୀ ପୀଠଠାରେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ୟୁନିୟନ ( ଏଡିୟୁଜେ ) ର ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ୟୁନିଅନର ସଭାପତି ପର୍ଶୁରାମ ଦାଶ ଏଥିରେ ଅଧ୍ୟକ୍ଷତା କରିଥଲେ।…




